ବାଜରା ଚାଷ ବିଷୟରେ ପରାମର୍ଶ 

ବାଜରା ଚାଷ ପାଇଁ ନିଗିଡା, ଦୋରସା ମାଟି ଖୁବ ଉପଯୁକ୍ତ । ବାଜରା ଶଙ୍କର କିସମ ଏମ.ବି. ଏଚ -୧୧୦୮, ବି. କେ. – ୧୦୪୮ ଏବଂ କମ୍ପୋଜିଟ କିସମ ଡବ୍ଲୁ. ବି. ସି.– ୭୫ ଓ ବି. ଏସ. ବି-୧୫ ।
ବାଜରା ବିହନ ହେକ୍ଟର ପ୍ରତି ୧୦ କିଲୋଗ୍ରାମ ଆବଶ୍ୟକ ହୋଇଥାଏ । ବିହନ ବୁଣିବା ପୂର୍ବରୁ କିଲୋଗ୍ରାମ ପ୍ରତି ୩ ଗ୍ରାମ ଥିରାମ ମିଶାଇ ବିଶୋଧନ କରି ଧାଡ଼ି କୁ ଧାଡ଼ି ୪୫ ସେଣ୍ଟିମିଟର ବ୍ୟବଧାନ ରେ ବୁଣନ୍ତୁ ।
ହେକ୍ଟର ପ୍ରତି ୬୦ କିଲୋଗ୍ରାମ ଯବକ୍ଷାରଜାନ, ୩୦ କିଲୋଗ୍ରାମ ଫସଫରସ ଓ ୩୦ କିଲୋଗ୍ରାମ ପଟାସ ସାର ଦରକାର ହୋଇଥାଏ । ବିହନ ବୁଣିବା ସମୟରେ ସମସ୍ତ ଫସଫରସ, ପଟାସ ଓ ଏକ ଚତୁର୍ଥାଂଶ ଯବକ୍ଷାରଜାନ ମାଟିରେ ମିଶାଇ ମଞ୍ଜି ବୁଣନ୍ତୁ ।

Content Files
Content Comments
Likes Dislikes
Comment Author Date
Be the first to post a comment...
Content Tags
Get In Touch

Reliance Corporate Park 5 TTC Industrial Area,

Thane-Belapur Road, Ghansoli,

Navi Mumbai - 400701, Maharashtra

Follow Us

Kisan Grow

Machli

Copyright © 2025 Reliance Foundation. All Rights Reserved.