ଉଚ୍ଚ ଓ ଉଚ୍ଚ ମଝିଆଳି ଜମିରେ ଧାନ ଚାଷ ପାଇଁ ସଅଳ କିସମ ୧୦୦ ରୁ ୧୨୦ ଦିନ ମଧ୍ୟରେ ହେଉଥିବା ଅଧିକ ଅମଳ କ୍ଷମ ଧାନ କିସମ ଯଥା: ଖଣ୍ଡଗିରୀ, ସହଭାଗୀ ଧାନ, ଡି.ଆର.ଆଇ. ୪୨, ଡି.ଆର.ଆଇ. ୪୪, ଡି.ଆର.ଆଇ. ୪୬ ମନ୍ଦାକିନୀ, ନବୀନ, ଏମଟିୟୁ -୧୦୧୦, ଜୀବି-୧, ବୀଣା-୧୧, ସତ୍ୟଭାମା, ସ୍ଵର୍ଣ୍ଣ ଶ୍ରେୟା ଇତ୍ୟାଦି ।
| Comment | Author | Date |
|---|---|---|
| Be the first to post a comment... | ||