ରୁଆ ଧାନରେ ଘାସ ଦମନ ପାଇଁ ରୋଇବାର ୩ ଦିନ ମଧ୍ୟରେ ପ୍ରତି ଏକର ଜମିରେ ୬୦୦ ମିଲିଲିଟର ପ୍ରିଟିଲାକ୍ଲୋର କୁ ୧୦ କିଲୋଗ୍ରାମ ବାଲି ସହ ମିଶାଇ ମାଟିରେ ଜୁକୁଜୁକିଆ ପାଣି ଥିବା ସମୟରେ ପ୍ରୟୋଗ କରନ୍ତୁ । କିମ୍ବା ରୋଇବାର ୩ ରୁ ୫ ଦିନ ମଧ୍ୟରେ ୮୦ ଗ୍ରାମ ପାଇରାଜୋସଲଫ୍ୟୁରନ୍ ଇଥାଇଲ କୁ ୧୨୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । କିମ୍ବା ରୋଇବାର ୫ ରୁ ୭ ଦିନ ମଧ୍ୟରେ ୪ କିଲୋଗ୍ରାମ ଲୋଣ୍ଡାକ୍ସ ପାୱାର ବା ଇରେଜ ଷ୍ଟ୍ରଙ୍ଗ କୁ ୧୦ କିଲୋଗ୍ରାମ ବାଲି ସହ ମିଶାଇ ମାଟିରେ ଜୁକୁଜୁକିଆ ପାଣି ଥିବା ସମୟରେ ପ୍ରୟୋଗ କରନ୍ତୁ ।
| Comment | Author | Date |
|---|---|---|
| Be the first to post a comment... | ||