ରୁଆ ଧାନ ୧୫ଦିନ ରେ ଘାସ ନିୟନ୍ତ୍ରଣ ପାଇଁ ଏକରକୁ ୮୦ ମିଲିଲିଟର ପାଇରାଜୋସୁଲଫ୍ୟୁରନ୍ ଇଥାଇଲ (Pyrazosulfuron ethyl) କିମ୍ବା ୨୧ ରୁ ୨୫ ଦିନ ମଧ୍ୟରେ ବିଷପାଇରିବାକ ସୋଡିୟମ (Bispyribac sodium) ୮୦ ମିଲିଲିଟର କିମ୍ବା ୨୧ରୁ ୨୮ ଦିନ ମଧ୍ୟରେ ୮୦୦ଗ୍ରାମ ୨, ୪ – ଡି. ଇଥାଇଲ ଇଷ୍ଟର (2, 4 D ethyl ester) କିମ୍ବା ୨୮ ରୁ ୩୫ ଦିନ ମଧ୍ୟରେ ୩୦୦ ମିଲିଲିଟର ଫେନୋକ୍ସାପ୍ରୋପ-ପି-ଇଥାଇଲ (Fenoxaprop–p-ethyl) ତୃଣନାଶକ କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
| Comment | Author | Date |
|---|---|---|
| Be the first to post a comment... | ||