ମଣ୍ଡିଆ ବିହନ ବିଶୋଧନ 

ମାଣ୍ଡିଆ ବିହନ ବୁଣିବା ପୂର୍ବରୁ ୧ କିଲୋଗ୍ରାମ ମଞ୍ଜିକୁ ୩ ଗ୍ରାମ ଥିରାମ କିମ୍ବା ୧ ଗ୍ରାମ ଟ୍ରାଇସାଇକ୍ଲାଜୋଲ କିମ୍ବା କିଲୋଗ୍ରାମ ପ୍ରତି ୨ ଗ୍ରାମ କାର୍ବୋକ୍ସିନ ୩୭.୫% ସହିତ ଥିରାମ ୩୭.୫% ମିଶାଇ ବିହନ ବିଶୋଧନ କରନ୍ତୁ । ୧ ମିଟର ତଳିଘରା ପ୍ରତି ୧୦ ଗ୍ରାମ ଯବକ୍ଷାରଜାନ ଓ ୧୦ ଗ୍ରାମ ଫସଫରସ ସାର ପ୍ରୟୋଗ କରନ୍ତୁ ।

Content Files
Content Comments
Likes Dislikes
Comment Author Date
Be the first to post a comment...
Content Tags
Get In Touch

Reliance Corporate Park 5 TTC Industrial Area,

Thane-Belapur Road, Ghansoli,

Navi Mumbai - 400701, Maharashtra

Follow Us

Kisan Grow

Machli

Copyright © 2026 Reliance Foundation. All Rights Reserved. Terms & Conditions. Privacy Policy.