ଖାଲ ଜମିରେ ଧାନ ଚାଷ ପାଇଁ ଅଧିକ ଦିନିଆ କିସମ ନାମ

ଖାଲ ଜମିରେ ଧାନ ଚାଷ ପାଇଁ ୧୪୦ରୁ ଅଧିକ ଦିନିଆ  ଅମଳ କ୍ଷମ ଧାନ କିସମ ଯଥା: ସ୍ଵର୍ଣ୍ଣ, ସ୍ଵର୍ଣ୍ଣ ସବ-୧, ମୃଣାଳିନୀ, ହଷନ୍ତ, ରାଣୀ ଧାନ, ଏମଟିୟୁ-୧୦୭୫, ସିଆର-୧୦୦୯, ସିଆର-୧୦୦୯ ସବ୧, ଏମଟିୟୁ ୧୦୬୪, ଡିଆରଆର-୫୦, ପୂଜା, ଆରଜିଏଲ -୨୫୩୭, ସିଆର-୧୦୧୮, ସାରଳା, ଦୂର୍ଗା, ନୂଆ କଳାଜୀରା ଓ ସିଆର ସୁଗନ୍ଧିଧାନ- ୯୦୭ ଇତ୍ୟାଦି । 

Content Files
Content Comments
Likes Dislikes
Comment Author Date
Be the first to post a comment...
Content Tags